ଜାଣିବା କଥା
स्वच्छ भारत, समृद्ध भारत
ସବୁଠାରୁ ଅଧିକ ମୃତ୍ୟୁ ଦେଉଥିବା ଭାରତରେ ଯଦି କିଛି ଅଛି ତ ତାହା ....ରିଫାଇନ୍ ତେଲକେରଳ ଆୟୁରବେଦିକ ୟୁନିଭରସିଟି ଅଫ ରିସର୍ଚ୍ଚ କେନ୍ଦ୍ର ର କହିବା ଅନୁସାରେ , ପ୍ରତି ବର୍ଷ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ର କାରଣ ହେଉଛି ....ରିଫାଇନ୍ ତେଲ
ରିଫାଇନ୍ ତେଲ ରେ DNA Damage, RNA ନଷ୍ଟ, ହାର୍ଟଆଟାକ୍ , ହାର୍ଟ ବ୍ଲୋକେଜ୍ , ବ୍ରେନ୍ ଡେମେଜ୍ , ଡାଇବେଟିଜ୍ , BP ନପୁଂସକତା , କେନସର , ଅସ୍ଥି କମଜୋର ହୋଇଯିବା , ଆଣ୍ଠୁ ଗଣ୍ଠି ଦରଜ ହେବା , କମର ଅଣ୍ଟା ବିନ୍ଧିବା , କିଡନି ନଷ୍ଟ ହେବା , ଲିଭର ଖରାପ ହେବା , କୋଲେଷ୍ଟ୍ରଲ ବଢିଯିବା , ଆଖିର ଜ୍ୟୋତି ନଷ୍ଟ ହେବା , ପ୍ରଦର ରୋଗ , ବାଞ୍ଝ ପଣ, ପାଇଲର୍ସ , ଚର୍ମ ତ୍ବଚା ରୋଗ ଆଦି ଏକ ହଜାର ରୋଗର ପ୍ରମୂଖ କାରଣ ଅଟେ ।
ରିଫାଇନ୍ ତେଲ କିପରି ପ୍ରସ୍ତୁତ ହୁଏ ।
ବୀଜ ର ଚୋପା ସହିତ ତେଲ ବାହାର କରାଯାଏ, ଏହି ପ୍ରଣାଳୀ ରେ ଯାହା ବି impurities ତେଲ ଆସିଥାଏ ତାହାକୁ ସଫାକରି ତେଲର ସ୍ବାଦ , ଗନ୍ଧ ଓ ରଙ୍ଗ ବିହିନ କରିବା ପାଇଁ ରିଫାଇନ୍ଡ କରାଯାଇଥାଏ ।
Washing - ୱସିଂ କରିବା ପାଇଁ ପାଣି, ଲୁଣ, କଷ୍ଟିକ୍ ସୋଡା, ଗନ୍ଧକ, ପୋଟାସିୟମ, ଏସିଡ ଓ ଅନ୍ୟାନ୍ୟ ବିଷାକ୍ତ ଏସିଡ କ୍ୟାମିକଲ ବ୍ୟବହାର କରାଯାଏ । ଯଦ୍ବାରା impurities ଏଥିରୁ ବାହାର ହୋଇଯାଏ । ଏହି ପ୍ରକ୍ରିୟାରେ ତାରକୋଲ ପରି ଗାଢ ୱଷ୍ଟଜ wastage ବାହାରେ ଯାହାକୁ ଟାୟାର ତିଆରି ରେ କାମରେ ଆସିଥାଏ । ଏହି ତେଲ ଏସିଡ ର ମିଶ୍ରଣ କାରଣରୁ ବିଷ ହୋଇ ଯାଇଥାଏ ।
Neutralisation - ତେଲ ସହିତ କଷ୍ଟିକ ବା ସାବୁନ ର ମିଶ୍ରଣ କରି ୧୮୦°F ତାପମାତ୍ରାରେ ଗରମ କରାଯାଇଥାଏ । ଯାହା ଫଳରେ ଏହି ତେଲର ସବୁ ପୌଷ୍ଟିକ ତତ୍ତ୍ବ ହୋଇଯାଏ ।
Bleaching - ଏହି ବିଧିରେ P.O.P (ପ୍ଲାଷ୍ଟର ଅଫ ପ୍ୟାରିସ ) ଯାହା ଘର ତିଆରି କାମରେ ଲାଗିଥାଏ / ର ଉପଯୋଗ କରି ତେଲ ର କଲର ଆଉ ମିଶା ଯାଇଥିବା କେମିକଲ କୁ ୧୩୦°F ତାପମାତ୍ରା ରେ ଗରମ କରାଯାଇଥାଏ ।
Hydrogenation - ଏକ ବୃହତ କୁଣ୍ଡରେ ସେହି ତେଲ ସହ ନିକୋଲ ଆଉ ହାଇଡ୍ରୋଜନ କୁ ଭଲଭାବେ ମିକ୍ସ କରି ହଲାଯାଇ ଥାଏ । ଏହି ସବୁ ପ୍ରକ୍ରିୟା ରେ ତେଲକୁ ୭/୮ ଥର ଗରମ ଆଉ ଥଣ୍ଡା କରାଯାଏ । ଯେମିତି ତେଲ ରୁ ପଲିମର୍ସ ତିଆରି ହୋଇ ଯାଇ ତାହା ଶରୀରର ପାଚନ ପ୍ରକ୍ରିୟା ବହୁତ କ୍ଷତିଗ୍ରସ୍ତ କରାଇଥାଏ । ଆଉ ଖାଦ୍ୟ ହଜମ ନହୋଇ ବହୁତ ରୋଗ ସୃଷ୍ଟି କରାଇଥାଏ ।
ନିକେଲ ଏକ ପ୍ରକାର ର catalyst metal (ଲୁହା) ଯାହା ଆମ ଶରୀରର Respiratory system, liver, skin, metabolism, DNA,RNA କୁ ଭୟଙ୍କର ଭାବେ କ୍ଷତିଗ୍ରସ୍ତ କରି ଦେଇଥାଏ ।
ରିଫାଇନ ତେଲ ର ସବୁ ପୋଷକ ତତ୍ତ୍ବ ନଷ୍ଟ ହୋଇଯାଇଥାଏ ଏବଂ ଏସିଡ କେମିକଲ ମିଶିଥିବାରୁ ଶରୀର ର ଭିତର ଅଙ୍ଗ କୁ ନଷ୍ଟ କରିପକାଏ
ଆମର ଶରୀର କୋଟିକୋଟି Cells (କୋଷ) ର ସମାହାରରେ ତିଆରି , ଶରୀରକୁ ଜୀବିତ କରି ରଖିବା ପାଇଁ ପୁରୁଣା Cells ନୂଆ Cells ରେ Replace ଅନବରତ ହେଉଥାଏ ନୂଆ Cells (କୋଷ) ତିଆରି ହେବା ପାଇଁ ରକ୍ତର ଆବଶ୍ୟକ କରିଥାଏ । ଯଦି ଆମେ ରିଫାଇନ୍ଡ ତେଲ ଖାଉ ତ ରକ୍ତରେ Toxinsର ମାତ୍ରା ବଢିଯାଏ ଓ ଶରୀରକୁ ନୂଆ Cells ତିଆରି ହେବାର ପ୍ରତିବନ୍ଧକ ସୃଷ୍ଟିକରେ । ଯଦ୍ବାରା ବହୁ ଭୟଙ୍କର ରୋଗ ଯଥା - Cancer, Diabetes, Heart Attack , Kidney problems, Allergies, Stomach Ulcers, Premature Ag-ing, Arthritis, Depression, Blood pressure, ଇତ୍ୟାଦୀ ମହାମାରୀ ରୋଗ ସୃଷ୍ଟି ହୁଏ ।
ରିଫାଇନ ତେଲ ର ପ୍ରସ୍ତୁତପ୍ରକ୍ରିୟା ଦ୍ବାରା ତେଲ ର ଦାମ ମହଙ୍ଗା ହୋଇଯାଇଥାଏ । ତେଣୁ ଏଥିରେ ପାମ୍ ଅଏଲ ମିକ୍ସ କରାଯାଏ ! (ପାମ୍ ଅଏଲ ସ୍ବୟଂ ଏକ ଧୀର ମରଣ ଅଟେ )
ସରକାରଙ୍କ ଆଦେଶ - ଆମ ଦେଶରେ ପଲିସି ଆମେରିକା ସରକାରଙ୍କ ଇସାରାରେ ପରିଚାଳିତ । ଆମେରିକାର ପାମ୍ ସେଲିଂ ପାଇଁ ମନମୋହନ ସରକାର ଏକ ଅଧ୍ୟାଦେଶ ଲାଗୁ କରିଥିଲେ , ପ୍ରତ୍ୟେକ ତେଲ କମ୍ପାନୀ ମାନେ ୪୦% ଖାଦ୍ୟ ତେଲରେ ପାମ୍ ତେଲ ର ମିଶ୍ରଣ କରିବା ଅନିବାର୍ଯ୍ୟ , ନଚେତ ଲାଇସେନ୍ସ ରଦ୍ଦ କରିଦିଆଯିବ !!
ଏଥିରେ ଆମେରିକାକୁ ବହୁତ ଫାଇଦା ହେଲା , ପାମ କାରଣରୁ ଲୋକ ମାନେ ଅଧିକ ରୋଗରେ ପିଡିତ ହେଲେ । ହାର୍ଟ ଆଟାକ ର ସମ୍ଭାବନା ୯୯% ବଢିଗଲା , ତ ମେଡିସିନ ବି ଆମେରିକା ରୁ ଆସିଲା , ହାର୍ଟ ରେ ଲାଗୁଥିବା ସ୍ପ୍ରିଂଙ୍ଗ (ପେନ ରେ ଲାଗୁଥିବା ସ୍ପ୍ରିଙ୍ଗ ଠାରୁ ବି ଛୋଟ ଟୁକୁରା) ଦୁଇ ଲକ୍ଷରେ ବିକ୍ରି କଲା । ଯଦ୍ବାରା ଆମେରିକାର ଦୁଇ ହାତରେ ଲଡୁ , ପାମ ବି ତାହାର ଆଉ ଔଷଧ ବି ତାହାର !!!
ବର୍ତ୍ତମାନ ତ କେତେକ କମ୍ପାନୀ ପାମ୍ ଠାରୁ ବି ଶସ୍ତା .... ଗାଡିରୁ ବାହାରୁଥିବା ଅଏଲ ( ଯାହାକି ଗାଡି ସର୍ଭିସ ପରେ ଛାଡି ଆସୁଥିବା ଆବର୍ଜ୍ଜନା ମୋବିଲ ) ତାକୁ ବି ରିଫାଇନ୍ଡ କରି ଖାଦ୍ୟ ତେଲରେ ମିଶାଇ ଦେଇଥାନ୍ତି । ଅନେକ ଥର ଖବରକାଗଜ ବା ମିଡିଆ ଦ୍ବାରା ଧରାଯାଇ ଖବର ମିଳି ଆସୁଛି ।
ସୋୟାବିନ ଏକ ଡାଲି ଜାତୀୟ ଅଟେ ତୈଳ ଜାତୀୟ ନୁହେଁ....
ଡାଲି ଜାତୀୟ... ମୁଗ, ମସୁର, ହରଡ, ଚଣା, ସୋୟାବିନ , ବିରି ଆଦି ସବୁ ପ୍ରକାର ଡାଲି ଇତ୍ୟାଦି ଅନ୍ତର୍ଭୁକ୍ତ ।
ତୈଳ ଜାତୀୟ ରେ... ସୋରିଷ, ତିଳ, ବାଦାମ, ନଡିଆ, ରାଇ ଇତ୍ୟାଦି ଆସିଥାଏ ।
ଅତଃ ସୋୟାବିନ ତେଲ ପେୱର ପାମ୍ ଅଏଲ ହିଁ ଅଟେ ।
ପାମ ଅଏଲକୁ ରିଫାଇନ୍ଡ କରିବା ପାଇଁ ସୋୟାବିନ ର ବ୍ୟବହାର କରାଯାଏ ।
ସୋୟାବିନର ଏକ ଅଦ୍ଭୁତ ଗୁଣ ଥାଏ ଯାହା ପ୍ରତ୍ୟେକ ତରଳ ପଦାର୍ଥକୁ ଶୁଷ୍କ କରିଦିଏ ।
ପାମ ଅଏଲ ଏକଦମ୍ କଳା ଆଉ ଗାଢ ହୋଇଥାଏ ।
ଏଥିରେ ସୋୟାବିନର ପେଷ୍ଟ ପକାଇଦିଆଯାଏ ଫଳରେ ସେହି ପାମ ଅଏଲର ଚିକ୍କଣତା କୁ ଶୁଖାଇ ଦିଏ ଆଉ ତାପରେ ସୋୟାବିନକୁ ପେଶି ଦିଆଯାଏ । ଯେଉଁଥିରୁ ଚିକ୍କଣ ପଦାର୍ଥ ତେଲ ଆକାରରେ ଆଉ ତାର ଖଦଡ ଅଟା ଆକାରରେ ଅଲଗା ହୋଇଯାଏ । ସେହି ଖଦଡ ଅଟାରୁ ଗୋଲ ଗୋଲ ସୋୟାବିନ ଦାନା ତିଆରିହୁଏ ।
ଆପଣ ଚାହୁଁଛନ୍ତି ତ କୌଣସି ତେଲ ବାହାର କରୁଥିବା ଲୋକ ପାଖକୁ ସୋୟାବିନ ନେଇ ତେଲ ବାହାର କରିବାକୁ କୁହନ୍ତୁ ଏମିତି କି ଏକ ଲକ୍ଷ ଟଙ୍କା ଦେବାକୁ କୁହନ୍ତୁ ସେଥିରୁ ସେ ତେଲ ବାହାର କରିପାରିବନି । ସୋୟାବିନ ରୁ ଅଟା ବାହାରେ ତେଲ ନୁହେଁ ବୋଲି କହିବ !!
ଫର୍ଚ୍ଚୁନ୍...ଅର୍ଥାତ... ଆପଣଙ୍କର ଆଉ ଆପଣଙ୍କ ପରିବାରର ଫ୍ୟୁଚର କୁ ଅନ୍ତ କରିବା
ସଫୋଲା...ଅର୍ଥାତ... ସାପଛୁଆ କୁ ସଫୋଲା କୁହାଯାଏ , ୫ ବର୍ଷ ଖାଇବା ପରେ ଶରୀର ବିଷ ଯୁକ୍ତ ହୋଇଯାଏ
୧୦ ବର୍ଷ ପରେ... ସଫୋଲା( ସାପଛୁଆ ଏବେ ବଡ ସାପ ହୋଇଯାଇଥାଏ)
୧୫ ବର୍ଷ ପରେ ...ମୃତ୍ୟୁ...ମାନେ ସଫୋଲା ଏବେ ଅଜଗର ହେଇଗଲା ଆଉ ଆପଣଙ୍କୁ ଗିଳି ଦେଲା !!
ଆଗରୁ ଲୋକମାନେ ୯୦/ ୧୦୦ ବର୍ଷ ବୟସରେ ମୃତ୍ୟୁବରଣ କରୁଥିଲେ ତ ତାଙ୍କୁ ମୋକ୍ଷ ପ୍ରାପ୍ତି ହେଉଥିଲା , କାହିଁକି ନା ସେମାନଙ୍କର ସମସ୍ତ ଆଶା ଅଭିଳାଷ ପୂରଣ ହେଇଯାଉଥିଲା ।
ଆଉ ଆଜିରେ ....ଅଚାନକ ହାର୍ଟ ଆଟାକ୍ ହେଇଗଲା କିଛି ସମୟ ପରେ ମରିଗଲା...?
ସିଏ ତ କାଲି ପାଇଁ ବହୁତ ସ୍ୱପ୍ନ ଦେଖିଛି ହେଲେ ଅଚାନକ ମୃତ୍ୟୁ...?
ଅଧୁରୀ ଅଭିଳାଷ ର ମରଣ କାରଣରୁ .... ପ୍ରେତଯୋନି ରେ ଘୁରିବୁଲୁଛି ।
"ରାମ କାହାକୁ ମାରନ୍ତି ନାହିଁ...ନା ଏହା ରାମଙ୍କ କାମ
ନିଜକୁ ନିଜେ ମରୁଛେ ଆମେ...ଖାଇ ବିଷ ଖାନ ପାନ !!"
ବିଷାକ୍ତ ଖାଦ୍ୟ ପାନୀୟ କାରଣରୁ ଅକାଳ ମୃତ୍ୟୁ ମୁଖରେ ପଡିଥାନ୍ତି ।
"ସକଲ ପଦାର୍ଥ ହେ ଜଗ ମାହୀ...!
କର୍ମ ହୀନ ନର ପାବତ ନାହିଁ ...!!"
ଭଲ ବସ୍ତୁର ଭୋଗ... କର୍ମହୀନ ଓ ଅଳସୁଆ ବ୍ୟକ୍ତି ସଂସାରର ଶ୍ରେଷ୍ଠ ବସ୍ତୁର ସେବନ କରିପାରେ ନାହିଁ !!
ତନ, ମନ, ଧନ ଆଉ ଆତ୍ମା ର ତୃପ୍ତି ପାଇଁ କେବଳ କଚ୍ଚି ଘାଣି ତେଲ, ତିଳ, ସୋରିଷ, ଚିନାବାଦାମ, ନଡିଆ, ବାଦାମ ଆଦିର ତେଲ ଖାଦ୍ୟରୂପେ ବ୍ୟବହାର କରିବା ଆବଶ୍ୟକ । ପୌଷ୍ଟିକ ବର୍ଦ୍ଧକ ଆଉ ଶରୀରକୁ ନିରୋଗ ରଖୁଥିବା କେବଳ କଚ୍ଚି ଘାଣି ରେ ବାହାରୁଥିବା ତେଲ ଖାଇବା ଦରକାର ।
ଆଜିକାଲି ସବୁ କମ୍ପାନୀ ..ନିଜର ପ୍ରଡକ୍ଟ ଉପରେ କଚ୍ଚିଘାଣି ହିଁ ଲେଖୁଛନ୍ତି !
ଏହା ବିଲକୁଲ ମିଥ୍ୟା ଅଟେ... ମସ୍ତବଡ ଧୋକା ଅଟେ ! କଚ୍ଚିଘାଣି ଅର୍ଥ ହେଲା କାଠରେ ତିଆରି ହୋଇଥିବା କୁଣ୍ଡ ଆଉ କାଠ ତିଆରି ମୂଷଳ ହେବା ଦରକାର । ଲୁହାର ଘର୍ଷଣ ନୁହେଁ ଏହାକୁ କହନ୍ତି କଚ୍ଚିଘାଣି ଯାହା ବଳଦ ମାନଙ୍କ ଦ୍ବାରା ଚାଳିତ ହୋଇଥାଏ ! ଆଜିକାଲି ବଳଦ ବଦଳରେ ମୋଟର ଲଗାଇ ଦେଉଛନ୍ତି !
କିନ୍ତୁ ମୋଟର ବଳଦ ମାନଙ୍କ ଗତିରେ ଚାଲନ୍ତାକି ! ଲୁହାର ବଡ ବଡ ସପେଲର (ମେସିନ ବ୍ଲେଡ) ତାର ବେଲିବାର ଗତି ଲକ୍ଷେ ଗୁଣ ବଢାଇ ପେଶିଥାଏ ଯେଉଁଥିରେ ତେଲର ସମସ୍ତ ପୌଷ୍ଟିକ ତତ୍ତ୍ବ ନଷ୍ଟ ହୋଇଯାଇଥାଏ
Comments