ଆଉ ବାରମ୍ବାର ରିଚାର୍ଜ କରିବାକୁ ପଡିବନି ମିନିମମ୍ ପ୍ଲାନ୍ । ଏଭଳି ଉପାୟରେ ପାଆନ୍ତୁ ବର୍ଷକ ପର୍ଯ୍ୟନ୍ତ ମାଗଣା ଭ୍ୟାଲିଡିଟି
स्वच्छ भारत, समृद्ध भारत
ଆଉ ବାରମ୍ବାର ରିଚାର୍ଜ କରିବାକୁ ପଡିବନି ମିନିମମ୍ ପ୍ଲାନ୍ । ଏଭଳି ଉପାୟରେ ପାଆନ୍ତୁ ବର୍ଷକ ପର୍ଯ୍ୟନ୍ତ ମାଗଣା ଭ୍ୟାଲିଡିଟି ।
ଆଜ୍ଞା ଯେପରି କି ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ କି ଏହି ଦିନ ରେ ଯଦି ଆମେ ଟେଲିକମ ସେବା ର କଥା କହିବା ତେବେ ନିଶ୍ଚିତ ଭାବେ ଜିଓ ହିଁ ସର୍ବ ପ୍ରଥମେ ରହିଛଇ । ତେବେ କହିବା ପାଇଁ ଚାହିଁବୁ କି । ଏହି ଜିଓ ର ସର୍ବ ବ୍ୟାପି ହେବା ଯୋଗୁଁ ହିଁ ଏବେ ଏନ୍ୟ ଟେଲିକମ କମ୍ପାନୀ ଗୁଡ଼ିକ ଯେପରି ବନ୍ଦ ହେବା ପାଇଁ ବସିଛି । ଏଣିତି ବେଳେ ଏବେ ଅନ୍ୟ କମ୍ପାନୀ ମାନେ ଗୋଟିଏ ମୋନପୋଲି ସଂଗଠିତ କରି ଥିବା ଜଣା ପଡ଼ିଛି ଏଣିତି ରେ ଆମେ ଆଜି ଆପଣ ମାନଙ୍କ ସହିତ ଏହି ବିଷୟ ରେ ହିଁ କଥା ହେବା ପାଇଁ ଆସିଛୁ ।
ଯେଉଁ ଥିରେ ଆପଣ ମାନେ ବହୁତ ଭଳ ଭଆବେ ସୂଚନା ପାଇ ପାରିବେ କି ଏହି କମ୍ପାନୀ ମାନଙ୍କ ର ଏହି ପରି ଗୋଟିଏ ମନପୋଲି ପାଇଁ କେଉଁ ପ୍ରକାରର ପରିବର୍ତନ ଆସିଛି । ଏମିତି ଏବେ ସବୁ କମ୍ପାନୀ ଙ୍କ ଗୋଟିଏ ମିନି ପ୍ୟକ ତଥା ସେମାନେ ଏବେ ଟକ ଟାଇମ୍ ବଦଳ ରେ ଭେଲିଡିଟି ଦେବା ପାଇଁ ବାଧ୍ୟ ହୋଇ ଛନ୍ତି ବୋଲି ଜଣା ପଡ଼ିଛି । ଆପଣ ମାନେ ଏବେ ଏହି କମ୍ପାନୀ ଯେପରି କି Airtel,idea,vodafun ପରି କମ୍ପନୀ ମାନେ 35 ଟଙ୍କା ରେ ଗୋଟିଏ ମିନି ପ୍ୟକ ର ବି ବାହ ର କରିଥିବା ଜଣା ପଡ଼ିଛି । ଏମିତି ରେ ଏହି ପ୍ୟକ ରେ ଆପଣଙ୍କୁ କେବଳ ର 28 ଦିନ ର ଭେଲିଡିଟି ମିଳିବା ସହିତ ଆଉଟ୍ ଗୋଇଂ ଏବଂ ଇନକମିଂ ର ସବୁ କିଛି ସୁବିଧା ମିଳିବ ।ଆଉ ଯଦି ଆପଣ ମାନେ ଏହି ଦିନ ପରେ ଆଉ ରିଚାର୍ଜ କରୁ ନାହାଁନ୍ତି ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କ ଆଉଟ୍ ଗୋଇଂ ଏବଂ ଇନକମିଂ କଲିଂ ସେବା ବନ୍ଦ କରି ଦିଆ ଯିବ ବୋଲି ସୂଚନା ମିଳିଛି । ଏମିତି ବେଳେ ଆମେ ଆପଣ ମାନଙ୍କୁ ସୂଚନ3ା ଦେବା ପାଇଁ ଚାହିଁବୁ କି ଯେବେ ଠୁ ଏଣିତି ଆଇଡିଆଇ ଭୋଡାଫୋନ ଏବଂ ଏୟାରଟେଲ କମ୍ପାନୀ ମାନେ ଏହି ପରି ପ୍ୟକ ର ବାହାର କରିଛନ୍ତି ସେବେ ଠୁ ଲୋକ ମାନେ ପ୍ରାୟ ବିଏସନାଲ ନଚେତ ଜିଓ ର ବ୍ୟବହାର କରୁଛନ୍ତି । କାରଣ ବିଏସ ନାଲ ରେ କିଛି ଏମିତି ନାହିଁ ।
ତେବେ ସେ ଥରେ ରିଚାର୍ଜ କଲେ ପ୍ରାୟ 6 ମାସ ପର୍ଯ୍ୟନ୍ତ ଏହି ସବୁ ସେବା ଦେଉଥିବା ଜଣା ପଡ଼ିଛି ତଥା କେବଳ ଭେଲିଡିଟି । କିନ୍ତୁ ରିଚାର୍ଜ ଅଲଗା । ଏମିତି ରେ ଲୋକ ମାନେ ଜିଓ କୁ ବିଶ୍ବସ କରୁ ଛନ୍ତି ତେବେ ସେମାନେ ଏବେ ଜିଓ କୁ ଯିବା ବି ଆରମ୍ଭ କରି ସାରିଛନ୍ତି । ଏମିତି ରେ ଆପଣ ମାନେ ବି ଯଦି ଏହି ସବୁ ସିମ ର ନେଟୱାର୍କ ଛାଡି ଯିବା ପାଇଁ ଚାହୁଁଛନ୍ତି ତେବେ ନିଜର ମେସେଜ ବକ୍ସ ରେ PORT ଲେଖି 1900 ମେସେଜ କରନ୍ତୁ ଓ ପୋର୍ଟ କୋର୍ଡ କୁ ନେଇ ଅନ୍ୟ ପ୍ରଭାଇଡର ଙ୍କୁ ଦିଅନ୍ତି ତେବେ ମନ ପସନ୍ଦ ର ନେଟୱାର କୁ ଜାଇ ପାରିବେ ।
Comments