Tulasi





କ୍ଷୀର ସାଙ୍ଗରେ ତୁଳସୀ ମିଶେଇ ରାତିରେ ପିଇଲେ ମିଳିଥାଏ ଏହି ସବୁ ଉପକାର।


ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

ସବୁ ବେଳେ କ୍ଷୀର ସହିତ ତୁଳସୀ ପତ୍ର ମିଶାଇ ପିଇବା ଦ୍ୱାରା ଅନେକ ଲାଭ ମିଳି ଥାଏ । କ୍ଷୀର ଏବଂ ତୁଳସୀ ପତ୍ରରେ ଥିବା ନ୍ୟୁଟ୍ରିଏଣ୍ଟସ କେତେ ପ୍ରକାର ରୋଗରୁ ବଞ୍ଚେଇବା ରେ ସାହାଯ୍ୟ କରି ଥାଏ । ଏଥିରେ ମଧ୍ୟ ଡାଇୟୁରେଟିକ୍‌ ଗୁଣ ରହଛି। ଏଥି ପାଇଁ ଜମ୍ମୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦର ଡାକ୍ତର ନିଖିଲ୍‌ ଶର୍ମାଙ୍କ ମତରେ ରାତିରେ ସବୁ ବେଳେ ତୁଳସୀ ପତ୍ର କ୍ଷୀର ସହ ମିଶାଇ ପିଅନ୍ତୁ ଏବଂ ଏହାର ଲାଭ ପାଆନ୍ତୁ ।
ତୁଳସୀ ପତ୍ର କ୍ଷୀର ସହ ମିଶାଇ ପିଇଲେ ମିଳିଥାଏ ଏହି ସବୁ ଉପକାର।
ତୁଳସୀ ସହିତ ଗୋଲମରିଚ ଏବଂ ମିଶ୍ରି ମିଶାଇ ପିଇବା ଦ୍ୱାରା ଥଣ୍ଡା ଭଲ ହୋଇଯାଏ।
ତୁଳସୀ ପତ୍ରରେ ଜୀରା ପାଉଡର ମିଶାଇ ଖାଇବା ଦ୍ୱାରା ଡିହାଇଡ୍ରେସନ୍‌ ର ସମସ୍ୟା ଦୂର ହୋଇଯାଏ।
ତୁଳସୀ ପତ୍ର ଚୋବାଇବା ଦ୍ୱାରା ମୁହଁର ଗନ୍ଧ ଦୂର ହୋଇଯାଏ।
ତୁଳସୀ ପତ୍ର ଗୁଣ୍ଡ କରିକି ମୁହଁରେ ଲଗାଇବା ଦ୍ୱାରା ବ୍ରଣ ଦୂର ହୋଇଯାଏ।
ଏକ ଗ୍ଲାସ୍‌ କ୍ଷୀର ସହିତ ତୁଳସୀ ପତ୍ର ମିଶାଇ ପିଇବା ଦ୍ୱାରା ହୃତପିଣ୍ଡ ସୁସ୍ଥ ରହିଥାଏ । ହୃତପିଣ୍ଡ ସଂପର୍କୀତ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ।
ଏଥିରେ ଆଣ୍ଟି ଇନଫ୍ଲେମୋଟୋରି ତତ୍ତ୍ୱ ଅଛି। ଏହା ଗଣ୍ଠିବିନ୍ଧାକୁ କମ୍‌ କରିବାରେ ସହାୟକ ହୋଇଥାଏ। ସବୁଦିନ ଏକ ଗ୍ଲାସ କ୍ଷୀର ସହିତ ତୁଳସୀ ପିଇବା ଦ୍ୱାରା କିଡିନ୍‌ ଷ୍ଟୋନ୍‌ ବାହାରିଯାଏ । ତୁଳସୀ-ଦୁଧ ପିଇବା ଦ୍ୱାରା ଶରୀରୁ ଟକ୍ସିନ୍ସ ଦୂର ହୋଇଯାଏ। ସ୍କିନ୍‌ ମଧ୍ୟ ଗ୍ଲୋ କରିଥାଏ। ଏଥିରେ ଆଣ୍ଟିଆକ୍ସିଡେଣ୍ଟ ଥାଏ। ଯାହା କ୍ୟାନ୍‌ସର ରୁ ରକ୍ଷା କରିଥାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି । ଥଣ୍ଡା-କାଶ ରୋଗରୁ ଏହା ରକ୍ଷା କରିଥାଏ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

RELATED POSTS

ABOUT THE AUTHOR

ADD COMMENT

Leave a reply

  • Default Comments (0)
  • Facebook Comments

Comments

Popular Posts