Skip to main content
Recently added

ଭୁବନେଶ୍ବର ଷ୍ଟେସନରୁ ଜବତ ହେଲା ୧୧୦୦ କିଲୋ କୁକୁର ମାଂସ ! ବିଭିନ୍ନ ହୋଟେଲକୁ ହେଉଥିଲା ରପ୍ତାନୀ ?

0
1163
ଆପଣ ମାନେ ତ ବହୁତ ଭଲ ଭାବେ ଜାଣି ଥିବେ କି ଆଜି କାଲି ର ବ୍ୟସ୍ତ ବିବ୍ରତ ଦୁନିଆଁ ରେ ଲୋକ ମାନେ ଘରେ ଖାଇ ନପାରିବା ହେତୁ ସେମାନେ ହୋଟେଲରେ କିମ୍ବା ରେଷ୍ଟ୍ରୁରାଣ୍ଟରେ ଖାଇବାକୁ ଭଲ ପାଇଥାନ୍ତି । ଏମିତି ବେଳେ କିଛି ଲୋକ ମାନେ ରହିଛି ଯେଉଁ ମାନେ କି ସବୁ ଦିନ ଏମିତି ହୋଟେଲ ରେ ଖାଇ ଥାନ୍ତି ତେବେ ଏପରି ବେଳେ ଆପଣ ମାନେ ଜାଣି ଥିବେ ହେଟେଲ ର ମାଲିକ ମାନେ ଲୋକ ମାନଙ୍କ ଚାହିଦା ଦେଖି ହିଁ ସେମାନେ ନୂଆ ନୂଆ ଆଇଟମ୍ ଉପରେ ଫୋକସ୍ କରି ଥାନ୍ତି ତେବେ ଏମିତି ରେ ସେମାନେ ଖାଦ୍ୟ ପଦାର୍ଥ ରୁ ସେମାନେ ଖାଦ୍ୟ ଅପଦାର୍ଥ କୁ ବନେଇବା ରେ ଲାଗି ଥାନ୍ତି ।
ଏମିତି ରେ ଆମେ ଆପଣଙ୍କୁ କହିବା ପାଇଁ ଯେଉଁ ଘଟଣା ଟି ଜାଉଛଉ ତାହା ନିଶ୍ଚିତ ଭାବେ ଆପଣ ସଂମ୍ପର୍ଣ୍ଣ ଭାବେ ନ ଜାଣିଲା ପର୍ଯ୍ୟନ୍ତ ଆପଣ ବୁଝି ପାରିବେ ନାହିଁ ତେବେ ଆସନ୍ତୁ ଆମେ ଏହି ଘଟଣା କୁ ବିସ୍ତାର ରୂପରେ ବିଝିବା । ତେବେ ଘଟଣା ଅନୁସାରେ ।ଚେନ୍ନାଇ ଏମ୍ମୋର ଷ୍ଟେସନରେ ପ୍ଲାଟଫର୍ମ ନମ୍ବର ୫ରେ ଜୋଧପୁର-ମନ୍ନାରଗୁଡି ଟ୍ରେନ୍ ପହଞ୍ଚିଥିଲା ।ଏପରି ବେଳେ ଲୋକ ମାନେ ସବୁ ଟ୍ରେନ୍ ରୁ ଉଲ୍ହାଇ ଥିଲେ ପରେ ଲୋକ ମାନେ କିଛି ପାର୍ସଲ ବାହାର କରି ଥିଲେ ଏମିତି ରେ ଏହି ପାର୍ସଲ ବସ୍ତା ମାନଙ୍କ ମଧ୍ୟରୁ ସେଠାରେ 11 ବସ୍ତା କୁକୁର ମାସଂ ବି ରହି ଥିବା ବେଳେ ।
ଏମିତି ରେ ଆମେ ଆପଣ ଜଣେବା ପାଇଁ ଚାହିଁବୁ କି ଏହି ମାସଂ ବସ୍ତା ର ଓଜନ ଥିବା ପ୍ରାୟ 11 ଶହ କିଲୋ ରୁ ଅଧିକ । ଏମିତି ରେ ଚେନ୍ନାଇର ଏମ୍ମୋର ଷ୍ଟେସନରେ ଲୋକ ମାନେ ଦୋଖିବା ପାଇଁ ପାଇ ଥିଲେ କି ଯେଉଁ ବସ୍ତା ରେ କୁକୁର ମାସଂ ଜାଉ ଥିଲା ତେବେ ସେହି ବସ୍ତା ରୁ ପ୍ରବଳ ଗନ୍ଧ ବାହାର କୁ ବାହାରୁ ଥିଲା ।ଏହି ନେଇ ପୋଲିସ୍ କୁ ବହୁତ ସନ୍ଦେହ ହୋଇ ଥିଲା ।
ପରେ ପୋଲିସ୍ ବସ୍ତା କୁ ନେଇ ଜାଉ ଥିବା ଲୋକ ମାନଙ୍କୁ ଅଟକ ରଖିବାରୁ । ସେମାନେ ତୁରନ୍ତ ସେହି ବସ୍ତା ଛାଡି ଫେରାର ହୋଇ ଜାଇ ଥିଲେ ପରେ ସେହି ବସ୍ତା ଖୋଲିବାରୁ କୁକୁର ଙ୍କ ପ୍ରୋଜଜନ ମାସଂ ମିଳି ଥିଲା । ଏମିତି ରେ ଏହି ମାସଂ ଗୁଡ଼ିକ ପ୍ରାୟ ଷଢିବା ଉପରେ ଥିବା ବେଳେ ଏହି ବସ୍ତା ଗୁଡ଼ିକୁ ହୋଟେଲ କୁ ସାପ୍ଲାୟ କରିବା ପାଇଁ ଆଣା ଜାଇ ଥିଲା ବୋଲି ଜଣା ପଡ଼ିଛି । ଏବେ ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଛି । ଏହି ନେଇ ,ସେଠାକାର ଲୋକାଲ ଲୋକ ମାନଙ୍କ ର ହୋଟେଲ ଓ ମାସଂ ଭୋଜନ କରିବା ଉପରୁ ସବୁ ଭରସା ଉଠି ସାରି ଲାଣି ।

LEAVE A REPLY

 
 

Comments