Recently added
Description | ମହା ହିନ୍ଦୁ ସମ୍ମିଳନୀ ମୋର ପ୍ରିୟ ଭାଇ ଓ ଭଉଣୀ ସମସ୍ତଙ୍କୁ " ବନ୍ଦେ ମାତାରମ " ଆପଣ ଜାଣି ଅତ୍ୟନ୍ତ ଆନନ୍ଦିତ ହେବେ, ଯେ ଡିସେମ୍ବର ମାସ ୯ ତାରିଖ ରବିବାର ସମୟ ଦିବା ୧୧ ଘଟିକା ରେ ଅନୁଷ୍ଠିତ ହେବାକୁ ଯାଉଛି ମହା ହିନ୍ଦୁ ସମ୍ମିଳନୀ। ସ୍ଥାନ ITI ପଡିଆ, ବାଲେଶ୍ୱର। ଏଣୁ ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ମୟୁର ଭଞ୍ଜ ଜିଲ୍ଲା ର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ବିନୀତ ଅନୁରୋଧ ସମସ୍ତେ ଉପସ୍ଥିତ ରହିବା ହେବେ। ମୁଖ୍ୟ ଉଦ୍ଦେଶ୍ୟ :- ରାଷ୍ଟ୍ରୀୟତାର ପ୍ରତୀକ ପ୍ରଭୁ ଜୟ ଶ୍ରୀରାମ ଲାଲା ଙ୍କର ମଂଦିର ନିର୍ମାଣ |
Comments