ଯଦି ଆପଣ ବି କରନ୍ତି ତୁଳସୀ ପୂଜା ତେବେ ଏହା ଆପଣଙ୍କ ପାଇଁ । ପସନ୍ଦ ଆସିଲେ ସେୟାର କରିବେ ଓ ଏହି ଭଳି ଆହୁରି ଆଧ୍ୟାତ୍ମିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।
स्वच्छ भारत, समृद्ध भारत
[2/4, 11:35 AM] Srikanta Swayam Siddha: ଯଦି ଆପଣ ବି କରନ୍ତି ତୁଳସୀ ପୂଜା ତେବେ ଏହା ଆପଣଙ୍କ ପାଇଁ । ପସନ୍ଦ ଆସିଲେ ସେୟାର କରିବେ ଓ ଏହି ଭଳି ଆହୁରି ଆଧ୍ୟାତ୍ମିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।
[2/4, 11:35 AM] Srikanta Swayam Siddha: ସେମିତି ତ ଗଛ ରୂପରେ ତୁଳସୀ ଗଛ ପ୍ରତିଟି ଧର୍ମର ଲୋକ ରଖିଥାନ୍ତି କିନ୍ତୁ ହିନ୍ଦୁ ଧର୍ମରେ ଏହି ଗଛକୁ ଦେବୀଙ୍କର ସ୍ୱରୂପ ବୋଲି ମାନନ୍ତି । ଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମର ଲୋକଙ୍କ ଘରେ ତୁଳସୀ ଗଛ ନିଶ୍ଚୟ ମିଳିଥାଏ ଓ ଏହି ପରମ୍ପରା ପ୍ରାଚୀନ କାଳରୁ ଚାଲି ଆସିଛି । ଆଜି ବି ଆପଣ ଏହାକୁ ହିନ୍ଦୁ ଧର୍ମର ଲୋକଙ୍କ ଘରେ ଦେଖିବାକୁ ପାଇବେ ଯେଉଁଠି ସକାଳେ ଓ ସନ୍ଧ୍ୟାରେ ତୁଳସୀ ପୂଜା କରାଜାଏ ଓ ଏହାକୁ ଦେବି ବୋଲି ମାନିଥାନ୍ତି ।
ହିନ୍ଦୁ ଧର୍ମର ପ୍ରାୟଃ ସବୁଘରେ ଏହି ଗଛକୁ ରାଖି ତାର ପୂଜା କରିଥାନ୍ତି ଓ ଏହି ଛୋଟ ଗଛଟି ଘରର ସବୁ ଲୋକଙ୍କୁ ଖରାପ ଦୃଷ୍ଠି ଓ ରୋଗରୁ ବଞ୍ଚାଇଥାଏ । ତୁଳସୀ ଗଛ ଯଦି ଠିକ ନିୟମ ଦ୍ଵାରା ପୂଜା କରାଯାଏ ତେବେ ଆପଣଙ୍କ ଘରେ ଏହାର ଲାଭ ଦେଖିବାକୁ ମିଳିବ । ଯଦି ଆପଣଙ୍କ ଘରେ ବି ଅଛି ଏହି ଗଛ, ତେବେ ଆପଣଙ୍କୁ ଏହାର ଠିକ ନିୟମ ଜଣାଥିବା ଦରକାର ଏହା ସହିତ ଆପଣଙ୍କୁ ଏହା ବି ଜଣାଥିବା ଦରକାର ତୁଳସୀ ଗଛ ଓ ତାର ପତ୍ର ଲୋକଙ୍କ ସ୍ଵାସ୍ଥ୍ୟକୁ କେମିତି ଠିକ ରଖିପାରେ ।
ତୁଳସୀ ପୂଜାର ବିଧି ଓ ନିୟମ-
ଏବେ ଆମେ ଆପଣଙ୍କୁ ତୁଳସୀ ପୂଜାର ବିଧି ଓ ନିୟମ ବିଷୟରେ ଜଣାଇବୁ ଯାହାକୁ ଜାଣିବା ପରେ ଆପଣଙ୍କୁ ସେମିତି ହିଁ କରିବାକୁ ପଡିବ ଓ ଏହାର ବିଧି ଆଉ କେହି ଜାଣି ନାହାନ୍ତି । ତୁଳସୀ ପୂଜା ପାଇଁ ଆପଣଙ୍କୁ ଏକ ସଫା ପାତ୍ରରେ ଗୋଟିଏ କଳସ ବା ଲୋଟାରେ ଜଳ ଭରି ରଖିବାକୁ ପଡିବ । ଏହା ପରେ ଅଗରବତୀ, ଧୂପ, ଘିଅ ଦୀପ ଓ ସିନ୍ଦୁର ନେଇ ଘରର ଅଗଣାରେ ତୁଳସୀ ଗଛ ମୂଳରେ ରଖନ୍ତୁ ।
ଏବେ ତୁଳସୀ ମନ୍ତ୍ର – “ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟ ବର୍ଦ୍ଧନୀ ଆଧୀ ବ୍ୟାଧି ହରା ନିତ୍ୟଙ୍ଗ ତୁଳସୀ ତୁମ ନମୋସ୍ତୁତେ” ପଢନ୍ତୁ ଓ ଏହାର ପୂଜା କରିବା ପରେ ସିନ୍ଦୁର ଦିଅନ୍ତୁ ଓ ଘିଅର ଦୀପରେ ଆଳତି କରନ୍ତୁ ।
ରବିବାରଦିନ ତୁଳସୀ ପୂଜା
ଶାସ୍ତ୍ରରେ କୁହାଯାଇଛି କି ଏକାଦଶୀ ଦିନ, ରବିବାର ବା ଗୁରୁବାର ଦିନ ବା ସୂର୍ଯ୍ୟ ଅସ୍ତ ପରେ ତୁଲସୀର ପତ୍ର ଛିଣ୍ଡାଇବା ଉଚିତ ନୁହେଁ । ସକାଳେ ଓ ସନ୍ଧ୍ୟାରେ ତୁଳସୀକୁ ପାଣି ସହିତ ଆଳତି ବି କରିବା ଆବଶ୍ୟକ ଏଥିରୁ ଘରେ ସାକାରାତ୍ମକ ଊର୍ଜା ରହିଥାଏ ଓ ଖରାପ ଦୃଷ୍ଟି ଘରକୁ ପ୍ରବେଶ କରି ନଥାଏ । ଏହି କଥାର ବିଶେଷ ଧ୍ୟାନ ରଖିବା ଦରକାର କି ତୁଳସୀର ଗୋଟିଏ ବି ପତ୍ର ଶୁଖିବା ଅନୁଚିତ ଓ ଏହାକୁ ନାଳିରେ ମଧ୍ୟ ଭଷାନ୍ତୁ ନାହିଁ । ଏହା ବ୍ୟତୀତ ଝାଡୁରେ ମଧ୍ୟ ଏହି ପତ୍ରକୁ ପହଁରିବା କଥା ନୁହେଁ । ତୁଳସୀ ପତ୍ର ଥଣ୍ଡା, କାସ ଓ ଜ୍ଵରରେ କାମରେ ଆସିଥାଏ ।
ଯଦି ଆପଣ ବି କରନ୍ତି ତୁଳସୀ ପୂଜା ତେବେ ଏହା ଆପଣଙ୍କ ପାଇଁ । ପସନ୍ଦ ଆସିଲେ ସେୟାର କରିବେ ଓ ଏହି ଭଳି ଆହୁରି ଆଧ୍ୟାତ୍ମିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।
[2/4, 11:41 AM] Srikanta Swayam Siddha: ବେଳେବେଳେ ଶୋଇବା ସମୟରେ ଆମେ ଏପରି ଭଙ୍ଗୀରେ ଶୋଇଯାଉ ଯାହା ଆମ ମାଂସପେଶୀ ଉପରେ ପ୍ରଭାବ ପକାଏ।ଏହା ଅଜାଣତରେ ହେଲେ ମଧ୍ୟ ଅଧିକ ସମୟ ଧରି ଏପରି ଶୋଇଲେ ଉକ୍ତ ଅଙ୍ଗ ରକା ହୋଇଯାଏ। ତେବେ ଏହା ଅତ୍ୟନ୍ତ କଷ୍ଟ ଦାୟକ ହୋଇଥାଏ। ରକା ପଶିଲେ ଆମେ ସେହି ସ୍ଥାନରେ ଦରଜ ଅନୁଭବ କରୁ ଏବଂ ସେହି ଅଙ୍ଗକୁ ଟିକିଏ ହଲଚଲ କରିବାକୁ ମଧ୍ୟ କଷ୍ଟ ହୁଏ। ତେବେ ଏହି ସମସ୍ୟାରୁ ବାହାରିବା ପାଇଁ କୌଣସି ଔଷଧ ନୁହେଁ ବରଂ ଆବଶ୍ୟକ କିଛି ଘରୋଇ ଉପଚାରର। ଆଜି ସେହି ଘରୋଇ ଉପଚାର ଗୁଡିକ ବିଷୟରେ ଆମେ ଆପଣଙ୍କୁ କହିବୁ। ଆସନ୍ତୁ ଜାଣିବା
୧- ମସାଜ- ଏହା ଏକ ସହଜ ଏବଂ ସରଳ ଉପାୟ ରକା ଦୂର କରିବା ପାଇଁ। ରକା ହୋଇଥିବା ସ୍ଥାନରେ ନିଜର କୌଣସି ସମ୍ପର୍କୀୟଙ୍କୁ ଗରମ ତେଲ ଦେଇ ମସାଜ କରିଦେବାକୁ କୁହନ୍ତୁ। ଏପରି କରିଲେ ମାଂସପେଶୀ ଖୋଲିଯିବ ଏବଂ କଷ୍ଟ ମଧ୍ୟ କମିଯିବ।
୨- ସେନ୍ଧା ଲୁଣ ସେକ- ସେକ ଦ୍ୱାରା ମଧ୍ୟ ରକା ଭଲ ହୋଇପାରେ। ଏଥିପାଇଁ ଆପଣଙ୍କୁ ସେନ୍ଧା ଲୁଣର ଆବଶ୍ୟକ ରହିଛି। ପ୍ରଥମେ ପାଣି ଗରମ କରି ଏହି ଲୁଣରୁ ୨ ଚାମଚ ପକାଇ ଗୋଟିଏ କନାରେ ରକା ହୋଇଥିବା ଅଙ୍ଗରେ ସେକ ଦିଅନ୍ତୁ। କିଛି ସମୟ ଭିତରେ ରକା ଭଲ ହୋଇଯିବ।
୩- ହଳଦୀ କ୍ଷୀର- ହଳଦୀ କ୍ଷୀର ପିଇଲେ ରକାରୁ ମୁକ୍ତି ମିଳିବ। ରାତିରେ ଶୋଇବା ପୂର୍ବରୁ ଗୋଟିଏ ଥର ଉଷୁମ କ୍ଷୀରରେ ହଳଦୀ ଗୁଣ୍ଡ ମିଶାଇ ପିଇଲେ ରକା ସମ୍ପୂର୍ଣ୍ଣ ଭଲ ହୋଇଯିବ।
💯🔜
*୫ ହଜାର ବର୍ଷ ପୂର୍ବରୁ ଶ୍ରୀକୃଷ୍ଣ କରିଥିବା ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି ; ଜାଣନ୍ତୁ କ’ଣ*
ହିନ୍ଦୁ ଧର୍ମ ବିଷୟରେ ଆଲୋଚନା ହେଲେ ମହାଭାରତ ବିଷୟରେ ଆଲୋଚନା ହେବ ସୁନିଶ୍ଚିତ | ଯେଉଁଠି ମହାଭାରତ କଥା ଉଠେ ସେଠାରେ ଭଗବାନ ଶ୍ରୀକୃଷ୍ଣଙ୍କ କଥା ନିଶ୍ଚୟ ଉଠିଥାଏ | ଶ୍ରୀକୃଷ୍ଣଙ୍କ ଧର୍ମ ତାଙ୍କ ବାଣୀ ଲୋକଙ୍କୁ ଆଜି ମଧ୍ୟ ବହୁତ ପସନ୍ଦ | ଏମିତି କିଛି କଥା ରହିଛି ଯାହା ଶ୍ରୀକୃଷ୍ନ ହଜାର ବର୍ଷ ପୂର୍ବରୁ କହିଥିଲେ ଯାହା ଆଜି ସତ୍ୟ ପ୍ରମାଣିତ ହୋଇଛି | ଲୋକେ ଶ୍ରୀକୃଷ୍ଣଙ୍କ ବାଣୀ ଶୁଣିବାକୁ ବହୁତ ପସନ୍ଦ କରିଥାନ୍ତି | କଳିଯୁଗ ସମ୍ପର୍କରେ ଶ୍ରୀକୃଷ୍ଣ ଅନେକ କଥା ବର୍ଣନା କରି କହିଥିଲେ | ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ସମ୍ପର୍କରେ କହିବୁ ଯାହା ଶ୍ରୀକୃଷ୍ଣ ହଜାର ବର୍ଷ ତଳେ କହିଥିଲେ |
ଶ୍ରୀକୃଷ୍ଣ କହିଥିଲେ ଯେ, ଭବିଷ୍ୟତରେ ମନୁଷ୍ୟକୁ ସମ୍ପୂର୍ଣ ସୁସ୍ଥ ଜୀବନ ମିଳିବନାହିଁ | ଭବିଷ୍ୟତରେ ଅନେକ ପ୍ରକାର ରୋଗ ବୈରାଗ ମନୁଷ୍ୟକୁ ଗ୍ରାସ କରିବା | ଯାହାଫଳରେ ମନୁଷ୍ୟ ୫୦ ବର୍ଷ ବୟସରୁ ଉପରକୁ ଯିବା ସମ୍ଭବ ହେବନାହିଁ | ଶ୍ରୀକୃଷ୍ଣଙ୍କ ଏହି ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି | ଆପଣ ମଧ୍ୟ ଦେଖିଥିବେ ଆଜିକାଲି ଲୋକଙ୍କ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି | ବୟସ ସୀମା ଧୀରେ ଧୀରେ କମି ୫୦ ବର୍ଷ ହୋଇଗଲାଣି |
ଶ୍ରୀକୃଷ୍ଣ ଆହୁରି କହିଥିଲେ ଯେ, ଭବିଷ୍ୟତରେ ମଣିଷର ପରିଚୟ ତାର ଗୁଣରୁ ନୁହେଁ ତାର ଧନ ସମ୍ପତ୍ତିରୁ ହେବ | ଧନୀ ଏବଂ ଅଧର୍ମୀ ଲୋକେ ସମାଜର ପ୍ରତିନିଧିତ୍ବ କରିବେ | ସେହି ଅଧର୍ମୀ ଲୋକେ ସମାଜକୁ ଗର୍ତ୍ତ ମଧ୍ୟକୁ ନେଇଯିବେ ଏବଂ ସମାଜ ଧୀରେ ଧୀରେ ଦୁର୍ନୀତି ଆଡକୁ ଗତି କରିବା | ଏହି ଭବିଷ୍ୟବାଣୀ ମଧ୍ୟ ସତ୍ୟ ପ୍ରମାଣିତ ହୋଇଛି | ଅନେକ ଜାଗାରେ କର୍ମ କିମ୍ବା ଗୁଣ ନଦେଖି ଲୋକଙ୍କୁ ପ୍ରତିନିଧି ଭାବେ ଚୟନ କରାଯାଉଛି |
ଶ୍ରୀକୃଷ୍ଣ କହିଥିଲେ ଯେ, ଭବିଷ୍ୟତରେ ପାରିବାରିକ ମୂଲ୍ୟର ପତନ ଘଟିବ | ସ୍ତ୍ରୀ ପୁରୁଷ କେବଳ ଉପଭୋଗ ପାଇଁ ପରସ୍ପରକୁ ବିବାହ କରିବେ | ଏହାଛଡା ନିଜ ଗୁରୁଜନଙ୍କ ଉପଦେଶକୁ ମଧ୍ୟ ଅବମାନନା କରିବେ | ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ରହିବ ନାହିଁ | ଶ୍ରୀକୃଷ୍ଣଙ୍କ ଏହି ଉକ୍ତି ମଧ୍ୟ ସତ୍ୟ ପ୍ରମାଣିତ ହୋଇଛି |
ଡାଇଭେଟିଜକୁ ସମୂଳେ ନାଶ କରିବା କରିବା ପାଇଁ ଆପଣାନ୍ତୁ ଘରୋଇ ଉପାୟ, ନିଶ୍ଚିତ ଜାଣି ରଖନ୍ତୁ
1) 3-4 ଟି ସବୁଜ ପିଆଜର ଚେର ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଧୋଇ 2 ଲିଟର ପାଣିରେ ରାତି ସାରା ଭିଜେଇ ରଖନ୍ତୁ । ସକାଳୁ ଏହି ପାଣିକୁ ପିଅନ୍ତୁ କିନ୍ତୁ ଏହି ପାଣିକୁ ଏକା ଥରେ ପିଇବେ ନାହିଁ ବରଂ ଯେତେବେଳେ ଶୋଷ ଲାଗିବ ଏହି ପାଣିକୁ ପିଇବେ । ଏହିଭଳି ଗୋଟେ ମାସ ଯାଏଁ ପ୍ରତିଦିନ ଏହି ଉପଚାର କରନ୍ତୁ ଡ଼ାଇବେଟିସକୁ ମୂଳରୁ ସମାପ୍ତ କରିବାରେ ସାହାର୍ଯ୍ୟ କରିଥାଏ ।
2) ଶରୀରର ସୁଗର ଲେବୁଲକୁ ନିୟନ୍ତ୍ରିତ ରଖିବାରେ ଅଧିକ ତିକ୍ତ ଜିନିଷ ବହୁତ ସାହାର୍ଯ୍ୟକାରୀ ହୋଇଥାଏ । ଏଥିପାଇଁ ଆମ୍ବିଲି, କଲରା, ନିମ୍ବ, ମେଥି ଦାନା ଏବଂ ଏଲୋବରା ସୁଗରକୁ କମ କରିବା ପାଇଁ ବହୁତ ଭଲ ପ୍ରମାଣିତ ହୋଇପାରିବ । ଆପଣଙ୍କୁ ଜଣାଇ ଦେଉଛୁ ଯେ, କଲରାରେ ଭିଟାମିନ B-1,B-2 ଭିଟାମିନ C ଥାଏ ଏବଂ ଏଥିରେ ଥିବା ପୋଷକ ତତ୍ତ୍ୱ ବ୍ଲଡ଼ ସୁଗର ଏବଂ ପରିଶ୍ରାର ସୁଗରର ସମସ୍ୟାକୁ କମ କରିବା ପାଇଁ ସାହାର୍ଯ୍ୟକାରୀ ହୋଇଥାଏ । ଏଥିପାଇଁ ଡାଇବେଟିସ ସମସ୍ୟା ଥିବା ଲୋକମାନେ ପ୍ରତିଦିନ ଅତି କମରେ ଗୋଟେ ଥର କଲରା ଜୁସ୍ ପିଇବା ଲାଭକାରି ହୋଇଥାଏ ।
3) ଡା଼ଇବେଟିସକୁ ନିୟନ୍ତ୍ରିତ କରିବା ପାଇଁ ଆମ୍ବ ଗଛର ପତ୍ର ମଧ୍ୟ ସାହାର୍ଯ୍ୟକାରୀ ହୋଇଥାଏ । ଏଥିପାଇଁ ସତେଜ ପତ୍ରକୁ ଶୁଖେଇ ପେଶୀ କରି ପାଉଡର ତିଆରି କରିନିଅନ୍ତୁ, ଏହି ପାଉଡ଼ରରୁ ଏକ ଚାମଚ ପାଣିରେ ମିଶାଇ ପ୍ରତିଦିନ ସକାଳୁ ଖାଲି ପେଟରେ ପିଅନ୍ତୁ । ଏହା ଉପଚାର ଦ୍ୱାରା ଆପଣ, ଆପଣଙ୍କ ବ୍ଲଡ଼ସୁଗର ନିୟନ୍ତ୍ରିତ ରଖି ପାରିବେ ।
4) ମନ୍ଦାର ଫୁଲ ପତ୍ରକୁ ପେଷିକରି ତାକୁ ଚଟଣି ବନେଇ ନିଅନ୍ତୁ , ଗୋଟିଏ ଗ୍ଲାସ ପାଣିରେ 3 ରୁ 4 ଚାମୁଚ ପ୍ରସ୍ତୁତ କରିଥିବା ଚଟଣି ମିଶାଇ ରାତିସାରା ରଖି ଦିଅନ୍ତୁ ଆଉ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଏହି ଉପାୟକୁ 10 ରୁ 15 ଦିନ ଲଗାତାର କରିବା ଦ୍ୱାରା ସୁଗର ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରିତ ହୋଇଯାଇଥାଏ ।
5) ସଦବିହାରି ଫୁଲ ଆଉ ପତ୍ର ଡାଇଭେଟିଜକୁ ନିୟନ୍ତ୍ରିତ କରିବା ପାଇଁ ବହୁତ ଫଳପ୍ରଦ ହୋଇଥାଏ । ଏଥିପାଇଁ ପ୍ରତି ଦିନ 4-5ଟି ସଦବିହାରି ଗଛର ପତ୍ର ଖାଲି ପେଟରେ ଚୋବେଇ ଖାଇବା ଦ୍ୱାରା ସୁଗାର୍ ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ଅନେକ ଫାଇଦା ମିଳିଥାଏ ।
6) ସଜନା ପତ୍ରକୁ ପାଣି ସହିତ ପେସି ଜୁସ ପ୍ରସ୍ତୁତ କରି ନିଅନ୍ତୁ ଏବଂ ଏହାର ସେବନ ଖାଦ୍ୟ ଖାଇବାର ଅଧ ଘଣ୍ଟା ପୂର୍ବରୁ କରନ୍ତୁ । ଏହି ଉପାୟ କରିବାର ଏକ ଘଣ୍ଟା ପୂର୍ବରୁ କିମ୍ଵା ଏକ ଘଣ୍ଟା ପରେ ଅନ୍ୟ କୌଣସି ଔଷଧର ସେବନ କରନ୍ତୁ ନାହିଁ । ଯେଉଁମାନେ ପ୍ରତିଦିନ ଇନ୍ସୁଲିନ ଇଂଜେକସନ ବା ବଟିକା ନିଅନ୍ତି ତାଙ୍କ ପାଇଁ ଏହା ପ୍ରାକୃତିକ ଇନ୍ସୁଲିନ ଅଟେ । ଏହି ଉପାୟକୁ ନିୟମିତ ରୂପରେ କରିଲେ ଟାଇପ 2 ର ଡାଇଭେଟିଜର ଚିକିତ୍ସା ବି ସହଜ ହୋଇ ଯାଇଥାଏ ।
7) ଚିନ୍ତା କରିବା, ଭୁଲ ଜୀବନ ଶୈଳୀ, ମେଦବହୁଳତା, ଆଦୌ ଶାରୀରିକ ପରିଶ୍ରମ ନ କରିବା, ସମ୍ପୂର୍ଣ୍ଣ ନିଦ୍ରା ନ ନେବା ଏହି ସବୁ ଡାଇଭେଟିଜ ହେବାର କିଛି କାରଣ ଅଟେ । ଡାଇଭେଟିଜ ରୁ ବଞ୍ଚିବା ଆଉ ଏହାକୁ ମୂଳରୁ ଶେଷ କରିବା ପାଇଁ ଆପଣ ଏକ ସ୍ୱାସ୍ଥ୍ୟ ଜୀବନ ଶୈଳୀ ଆପଣାନ୍ତୁ, ଆଉ ନିଜର ଦିନଚର୍ଯ୍ୟାରେ ଯୋଗ ଓ ବ୍ୟାୟାମକୁ ସାମିଲ କରନ୍ତୁ । ଏହା ଦ୍ୱାରା ଡାଇଭେଟିଜ କୁ ନିୟନ୍ତ୍ରଣ କରିବାରେ ଆପଣଙ୍କୁ ସାହାଯ୍ୟ ମିଳିବ ।
ପ୍ରତ୍ୟେକ ବ୍ୟକ୍ତି ବାସ୍ତୁ ହିସାବରେ ଠାକୁର ଘରକୁ ତିଆରି କରିଥାନ୍ତି। ଏହା ସହିତ ଠାକୁର ଘରେ ଅଲଗା ଅଲଗା ସ୍ଥାନ ଓ ଦିଗ ରହିଥାଏ। କିନ୍ତୁ ଅନେକ ସମୟରେ ଠିକ୍ ପରାମର୍ଶ ନ ମିଳିବା କାରଣରୁ ଠାକୁର ଘରର ଦିଗ ଭୁଲ୍ ହୋଇ ଯାଇଥାଏ। କୁହାଯାଏ କି ଏପରି ଭୁଲ୍ କରିବା ଦ୍ୱାରା ଆପଣଙ୍କ ଘରେ ଏହାର କୁପ୍ରଭାବ ପଡ଼ିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ପୂଜା ସ୍ଥାନ ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ ଦିଗରେ କରିବା ଶୁଭ ହୋଇଥାଏ।
Comments