ଆଜି କାଲି ର କ୍ଷେତ୍ର ରେ ଯେଉଁ ପରି ଭାବେ ଆପଣ ମାନେ ଜାଣି ଥିବେ କି ପ୍ରାକୃତିକ ବିପର୍ଯ୍ଯୟ ଯେକୈଣସି ବି ସମୟ ରେ ହେବାରେ ଲାଗିଛି ଏମିତି ରେ ଲୋକ ମାନଙ୍କ ମଧ୍ୟ ରେ ଏହି ନେଇ ବହୁତ ବହୁତ ଡର ମଧ୍ୟ ବହୁତ ସମୟ ରେ ଦେଖିବା ପାଇଁ ମିଳିଥାଏ । ବର୍ତମାନ ସମୟ ରେ ଠିକ୍ ସେହି ପରି ଗୋଟିଏ ପ୍ରାକୃତିକ ବିପର୍ଯ୍ଯୟ ମାଡି ଆସୁଛି ବୋଲି ଭୂବିଜ୍ଞାନ ମନ୍ତ୍ରଣାଳୟ ର ସୂଚନା ମିଳିଛି ତେବେ ଏମିତି ବେଳେ ଏହି ରିପୋର୍ଟ ରେ ଜଣା ପଡ଼ିଛି କି ଏକ ବହୁତ ବଡ ଧରଣ ଭୂମିକମ୍ପ ହେବାକୁ ଜାଉଛି ବୋଲି ଏହି ଭୂବିଜ୍ଞାନୀ ମାନେ କହିଛନ୍ତି ।
ଏମିତି ରେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଖବର କଣ ଜାଣି ନେବା । ଗତ କିଛି ବର୍ଷ ମଧ୍ୟ ହୋଇ ଥିବା ପାଣି ପାଗ ର ପରିବର୍ତନ ଅନୁସାରେ ଏବେ ଆମ ରାଜଧାନୀ ବି ଏହି ଭୂମିକମ୍ପ ର ଏରିଆ ଭିତରେ ଗଣା ଯିବା ରେ ଲାଗିଛି ଏମିତି ବେଳେ ଆଗରୁ କେବେ ବି ଏମିତି ବଡ ବା ଭୟଙ୍କର କାରୀ ଭୂମିକମ୍ପ ଦେଖିବା ପାଇଁ ମିଳଇ ନାହିଁ କି ସାରା ଓଡ଼ିଶା ରେ ବି ଏପରି ବଡ ଧରଣ ର ଭୂମିକମ୍ପ ଦେଖିବା ପାଇଁ ମିଳି ନାହିଁ କିନ୍ତୁ ଏବେ ଏହି ସଂମ୍ପର୍ଣ୍ଣ ଭାବେ ଦେବାର ସମ୍ଭାବନା ରହିଛି ବୋଲି ଜଣା ପଡ଼ିଛି ।
ଏମିତି ବେଳେ ଯଦି ଏହି ନେଇ ବର୍ତମାନ ସମୟ ରେ କୈଣସି ବି ପଦକ୍ଷେପ ଏହା ପାଇଁ ଉଠା ନଯାଏ ତେବେ ନିଶ୍ଚିତ ଭାବେ ଆମ ରାଜଧାନୀ ବିଧ୍ବସଂ କାରୀ ପାଲଟି ଯିବ ବୋଲି ଜଣା ପଡ଼ିଛି । ଏହି ନେଇ ବର୍ତମାନ 4 ବଡ ବଡ ସହର ମାନଙ୍କୁ ମ୍ୟପିଂ କରିବା ପାଇଁ କୁହା ଯାଇଛି । ଓ ଏହା ସହିତ କେନ୍ଦ୍ରୀୟ ସ୍ତରୀୟ ସହାୟତା ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଆମ ରାଜ୍ୟ ସରକାର । ଭୂବିଜ୍ଞାନୀ ମାନଙ୍କ ମତ ରେ ଏହି ନେଇ କହିଛନ୍ତି କି ଏହି କିଛି ବର୍ଷ ରେ ଯେଉଁ ପରି ଭାବେ ଗଛ ଗୁଡ଼ିକ କାଟି ବାରେ ଲାଗିଛନ୍ତି ଓ ସହର ର ପଲିୟୁସନ୍ କାରଣ ରୁ ଏହି ପରି ଗୋଟିଏ ପରିବର୍ତନ ଦେଖଆ ଦେବାରେ ଲାଗିଛି ରାଜଧାନୀ ଏମିତି ବେଳେ ।
ଏହି ଥିରୁ ବଞ୍ଚିବା ପାଇଁ ପ୍ରାୟ 4 ସହର ର 1100 ଟି ସ୍ଥାନ ରେ ବୋରଂ ସାହାଯ୍ଯ ରେ ମାଟି ସଂଗ୍ରହ କରିବେ ବୋଲି କୁହା ଯାଇଛି । ଏହି ସହିତ କିପରି ଭାବେ ଏହାର ମୁକାବିଲା କରା ଜାଇ ପାରିବେ ସେହି ନେଇ ଗୋଟିଏ ବଡ ଟିମ୍ ର ବି ସଂଗଠନ କରା ଯିବ । ଏହି ସବୁ କୁ କିପରି ଭାବେ ରକା ଜାଇ ପାରିବ । ତାହା ନେ ପ୍ରତ୍ୟେକ ସ୍ଥାନ ର ବିଡ଼ିଓ ମାନଙ୍କୁ ବି ସୂଚନା ଦେବା ପାଇଁ ଯୋଜନା ବଦ୍ଧ ହୋଇଛି ବୋଲି ଜଣା ପଡ଼ିଛି । ଏହି ବେଳେ ବର୍ତମାନ ସମୟ ରେ ଗୋଟିଏ ପରିକ୍ଷା ରୁ ଜଣା ପଡ଼ିଛି କି ଭୁବନେଶ୍ବର ସବୁ ସ୍ଥାନ ଗୁଡ଼ିକ ଏବେ ସେସମିକ୍ ଜୋନ ର ଅଂଚଳ ରେ ରହିଛି ।