Skip to main content

ଭାରତୀୟ ସେନାରେ ବାହାରିଲା ସିଧା ନିଯୁକ୍ତି, ଦେଶର ସେବା କରିବାର ଅଛି ତ ଆସନ୍ତୁ.. ଯୋଗ୍ୟତା କେବଳ 10ମ





ଭାରତୀୟ ସେନାରେ ବାହାରିଲା ସିଧା ନିଯୁକ୍ତି, ଦେଶର ସେବା କରିବାର ଅଛି ତ ଆସନ୍ତୁ.. ଯୋଗ୍ୟତା କେବଳ 10ମ ପାସ

ଭାରତୀୟ ସେନା ରେ ଫାୟାରମ୍ୟାନ , ଲେବର କଲିନର ଓ ଅନ୍ୟ ପଦବୀ ରେ ବର୍ତମାନ ନିଯୁକ୍ତି ହେବାକୁ ଯାଉଛି I ଯଦି ଆପଣ ଦୀର୍ଘ ସମୟ ହେବ ସରକାରୀ ଚାକିରୀ ଖୋଜୁଛନ୍ତି ତେବେ ଏହା ଆପଣ ଙ୍କ ପାଁଇ ଏକ ଉତ୍ତମ ସୁଯୋଗ ଅଟେ I ଏହି ଚାକିରୀ ସମ୍ବନ୍ଧିତ ବିଶେଷ ସୂଚନା ଆସନ୍ତୁ ଜାଣିବା I
ପଦବୀ ସଂଖ୍ୟା – 40 ପଦବୀ ନାମ – ସଫେଇକାର୍ମି , ଫାୟାରମ୍ୟାନ , ଲେବର କଲିନର , ଆବେଦନ ର ଅନ୍ତିମ ତିଥି 22-04-2019 ଅଟେ I ଶିକ୍ଷଗତ ଯୋଗ୍ୟତା – ଏହି ପଦବୀ ପାଁଇ ଆଶବାଦୀ ପରପରି 10 ମ ଶ୍ରେଣୀ ଯୋଗ୍ୟତା ଥିବା ଆବଶ୍ୟକ ଅଟେ I ବୟସ ସୀମା 45 ବର୍ଷ ବୟସ ହେଇଥିବ I ଆବେଦନ ଫିସ – ଏହି ପଦବୀ ପାଁଇ ଜେନେରାଲ , ଓ ବି ସି ଓ ଏସସି ଏସ ଟି ଲୋକେ ଆବେଦନ କରିବାକୁ ଫିସ ନାହିଁ I ଏବଂ ନିଯୁକ୍ତି ପାଇବା ପ୍ରାର୍ଥୀ ଆତ୍ମନେ 18000 ରୁ 45700 ଟଙ୍କା ଦରମା ପାଇପାରିବେ I
ଭାରତୀୟ ସେନା ରେ ସୋଲଯର ଓ ଅନ୍ୟ କାର୍ଯ୍ୟରତ ପଦବୀ ରେ ନିଯୁକ୍ତି ପାଁଇ ଫିଜିକାଲ ଟେଷ୍ଟ ଓ ସାକ୍ଷ୍ୟାତକର ପ୍ରକ୍ରିୟା କରାଯିବ I ଯୋଗ୍ୟ ପ୍ରାର୍ଥୀ ମାନେ ପଶ୍ଚିମ ୟୁପି ର ସାଥ ଗୋଟି ଜିଲ୍ଲା ଯେପରି ବିଜନର , ମେଁରଥ , ମୁଜାଫରନଗର , ସହରଣପୁର , ମୁରାଦବାଦ , ବାଗପତ ଓ ସମ୍ୱଳି ରେ 25 ମଇ 2019 ରୁ 15 ଜୁନ 2019 ମଧ୍ୟ ରେ ଯୋଗ ଦେବେ I ଏହି ଆୟୋଜନ ପ୍ରକ୍ରିୟା ଯେଏଟି ଇଣ୍ଟର କଲେଜ , ଜିଲ୍ଲା ବାଗପତ , ୟୁପି ରେ କରାଯିବ I

Leave a Reply

Your email address will not be published. Required fields are marked *


Comments