Mobile Tracking

– ସର୍ବ ପ୍ରଥମେ trace.bharatiyamobile.com ସାଇଟ୍ କୁ ଯାଆନ୍ତୁ ।
– ତାପରେ ୧୦ ଡିଜିଟ୍ ର ମୋବାଇଲ ନମ୍ବର ବକ୍ସରେ ଯେଉଁ ନମ୍ବରକୁ ଟ୍ରେସ କରିବାର ଅଛି ସେହି ନମ୍ବରକୁ ଏଣ୍ଟର କରନ୍ତୁ ।
– ମୋବାଇଲ ନମ୍ବର ଏଣ୍ଟର କରିବା ପରେ ଟ୍ରେସ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

– କ୍ଲିକ୍ ଅପସନ୍ ଉପରେ କ୍ଲିକ୍ କରିବା ପରେ ସେହି ମୋବାଇଲ ନମ୍ବରର ଲୋକେଶନ୍ , ରାଜ୍ୟ ବ୍ୟତିତ ଅନ୍ୟ ସମସ୍ତ ସୂଚନା ସାମ୍ନାକୁ ଆସିଯିବ ।

Comments